ଓଡିଶା

odisha

ETV Bharat / videos

ରଥଯାତ୍ରାରେ ସାମିଲ ସମସ୍ତ ବ୍ୟକ୍ତିଙ୍କର ପୁଣିଥରେ ହେବ କୋରୋନା ଟେଷ୍ଟ

By

Published : Jun 24, 2020, 4:03 PM IST

ପୁରୀ: ରଥଯାତ୍ରାରେ ସାମିଲ ଥିବା ସମସ୍ତ ବ୍ୟକ୍ତିଙ୍କ କୋରୋନା ଟେଷ୍ଟ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ ସଂକ୍ରମଣ ଯେଭଳି ପୁରୀ ସହରରେ ନବ୍ୟାପେ ସେନେଇ ଏହି ପଦକ୍ଷେପ ନିଆଯାଉଛି। ଏନେଇ ବୁଧବାର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉନ୍ନୟନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପିଙ୍କ ସମେତ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।

ABOUT THE AUTHOR

...view details