ଓଡିଶା

odisha

ETV Bharat / videos

ବିତିଲା 2 ବର୍ଷ: ଖତ ଖାଉଛି ଶୌଚାଳୟ, ଖୋଜା ପଡୁଛି ନଦୀ ପଠା

By

Published : Dec 18, 2019, 7:54 PM IST

କେନ୍ଦ୍ରାପଡା: ରାଜ୍ୟର ସର୍ବପୁରାତନ ତଥା ପ୍ରଥମ ପୌର ପାଳିକାରେ ଶୌଚାଳୟ କାମରେ କେଁ । ଦୀର୍ଘ ଦୁଇବର୍ଷରୁ ଊର୍ଦ୍ଧ୍ଵ ସମୟ ହେବ ଗୋଷ୍ଠୀ ଭିତ୍ତିକ ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ଏହା କାମରେ ଲାଗୁନାହିଁ । ଯେଉଁଥି ପାଇଁ ଖୋଲାରେ ଶୌଚ ହେଉଛନ୍ତି ଦୁଇଟି ୱାର୍ଡର ଦୁଇ ହଜାରରୁ ଊର୍ଦ୍ଧ୍ଵ ବାସିନ୍ଦା ।

ABOUT THE AUTHOR

...view details