ଅଷ୍ଟମ ଦିନରେ ଧନୁଯାତ୍ରା; ଗୋପପୁରରେ ଅକ୍ରୁର, ମଥୁରାରେ କୃଷ୍ଣ ବଳରାମଙ୍କ ଅପେକ୍ଷାରେ କଂସ
ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଆଜି ଅଷ୍ଟମ ଦିନ । ଆଜି(ବୁଧବାର) ମହାରାଜା କଂସଙ୍କ ଚିଠାଉ ନେଇ ମନ୍ତ୍ରୀ ଅକ୍ରୁର ଗୋପପୁରରେ ପହଞ୍ଚିଛନ୍ତି । ଯମୁନା ବାଲିରେ କୃଷ୍ଣପାଦ ଦର୍ଶନ କରି ଆତ୍ମବିଭୋର ହୋଇପଡିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ଖବର...