ଲକ୍ଡାଉନ ନିୟମ ଉଲଙ୍ଘନ କରି ଫସିଲେ ୩୬ ଜଣ ଖିଲାପକାରୀ
କଟକ: ଲକଡାଉନ ନିୟମ ଉଲଙ୍ଘନ କରି ଆଇନ ଶିଙ୍କୁଳି ଫସିଯାଇଛନ୍ତି ୩୬ ଜଣ ଖିଲାପକାରୀ । କଟକ ଗ୍ରାମାଞ୍ଚଳର ବିଭିନ୍ନ ଥାନାରେ ମଙ୍ଗଳବାର ୧୬ଟି ମକଦ୍ଦମା ରୁଜୁ କରାଯାଇଛି । ଏଥିସହ ସମସ୍ତ ୩୬ ଜଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।