ଓଡିଶା

odisha

By

Published : Jun 17, 2019, 5:18 PM IST

ETV Bharat / videos

କୋଚ ହୋଇ ପାକିସ୍ତାନକୁ ସଜାଡିବେ ରୋହିତ !

ଲଣ୍ଡନ: ଜଣେ କ୍ରିକେଟର ଭାବରେ ପାକିସ୍ତାନ ବ୍ୟାଟ୍ସ ମ୍ୟାନଙ୍କୁ କଣ ଉପଦେଶ ଦେବେ ବୋଲି ରୋହିତଙ୍କୁ ଜଣେ ପାକିସ୍ତାନ ସାମ୍ବାଦିକ ପ୍ରଶ୍ନ କରିଥିଲେ । ତେବେ ଉତ୍ତରରେ ରୋହିତ କହିଥିଲେ ପାକିସ୍ତାନର କୋଚ କରନ୍ତୁ ତାପରେ କହିବି ।

ABOUT THE AUTHOR

...view details