ଓଡିଶା

odisha

ETV Bharat / videos

ଆଇପିଏଲ ସମର: ସନଡେ ଡବଲ ହେଡର ରେକର୍ଡର ପୂର୍ବାନୁମାନ

By

Published : Oct 18, 2020, 5:24 PM IST

ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର 13 ତମ ସଂସ୍କରଣରେ ପ୍ରଥମ ସ୍ଥାନ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଶେଷ ସ୍ଥାନିତ ଦଳ କିଙ୍ଗସ ଏକାଦଶ ପଞ୍ଜାବ ରବିବାର ଦିନ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଦ୍ୱିତୀୟ ମ୍ୟାଚ୍‌ର ସମ୍ମୁଖୀନ ହେବ। ଏପଟେ ଆବୁଧାବିରେ ସନଡେ ଡବଲ ହେର୍ଡର ପ୍ରଥମ ମ୍ୟାଚରେ କେକେଆର ବିପକ୍ଷରେ ହାଇଦ୍ରାବାଦ ଟସ୍‌ ଜିତି ଫିଲ୍ଡିଂ କରୁଛି ।

ABOUT THE AUTHOR

...view details