ଓଡିଶା

odisha

ETV Bharat / videos

ଆଇପିଏଲ ସମର: ପ୍ରଥମ ମ୍ୟାଚ ପରାଜୟ ପରେ ପଡିଆରେ ଦୁଇ ଦଳ

By

Published : Sep 26, 2020, 10:12 PM IST

ହାଇଦ୍ରବାଦ: ଆଇପିଏଲର 7ମ ମ୍ୟାଚରେ ଚେନ୍ନାଇର ବିଶାଳ ପରଜାୟ ପରେ ଆଜି ଖେଳାଯିବ ଲିଗର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ମ୍ୟାଚ । ପଏଣ୍ଟ ତାଲିକାର ନିମ୍ନରେ ଥିବା ଦୁଇ ଦଳଙ୍କ ମଧ୍ୟରେ ହେବ ଲେଢେଇ । କୋଲକତା ନାଇଟ ରାଇଡର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ । ତେବେ ଆଜି ମ୍ୟାଚର କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ନେଇ ଦେଖନ୍ତୁ ଏହି ରିପୋର୍ଟ ।

ABOUT THE AUTHOR

...view details