ଓଡିଶା

odisha

ETV Bharat / videos

ଆଇପିଏଲ ସମର: ମୁମ୍ବାଇ-ରାଜସ୍ଥାନ ମ୍ୟାଚର ରେକର୍ଡ ଗଣତି

By

Published : Oct 6, 2020, 9:32 PM IST

ଆବୁଧାବି: ଆଜିର ମ୍ୟାଚ ମୁମ୍ବାଇ ବନାମ ରାଜସ୍ଥାନ ରୟାଲ୍ସ ମଧ୍ୟରେ । ବିଜୟ ଧାର ଜାରି ରଖିଥିବା ରୋହିତ ପଲଟନଙ୍କୁ ମାତ ଦେବାକୁ ତୟାର ଶେଷ ଦଇଟି ମ୍ୟାଚରେ ପରାଜୟ ସ୍ବାଦ ଚାଖିଥିବା ସ୍ମିଥଙ୍କ ରୟାଲ୍ସ । ଆବୁଧାବିରେ ଖେଳାଯିବ ଆଜି ଲିଗର 20 ତମ ମ୍ୟାଚ ।

ABOUT THE AUTHOR

...view details