ମୋହାଲି ଦିନିକିଆ: ଭାରତର ଲଜ୍ୟାଜନକ ପରାଜୟ, 2-2ରେ ସିରିଜ ବାରବର
ମୋହାଲି: ଫସର ଫାଟିଗଲା ବିଶାଳ ବିଜୟ ଲକ୍ଷ୍ୟ । ଘରୋଇ ମାଟିରେ ପୁଣିଥରେ ଧୁମ ଧୋଇଲା କଙ୍ଗାରୁ । ରାଞ୍ଚିରେ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ ଚାଲି ନଥିବା ବେଳେ ଆଜି ବୋଲର ସାବ୍ୟସ୍ତ ହେଲେ ମହଙ୍ଗା । ସବୁଠାରୁ ଭରସା ଯୋଗ୍ୟ ବୋଲର ଚହଳ 80ରନ ବ୍ୟୟ କରି ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ।