ଓଡିଶା

odisha

By

Published : Dec 17, 2019, 2:58 PM IST

ETV Bharat / videos

ବାରବାଟୀରେ ଟସ ନେବ ଗୁରୁତ୍ବପୂର୍ଣ୍ଣ ଭୂମିକା!

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀରେ ଖେଳାଯିବ ତୃତୀୟ ଏକ ଦିବସୀୟ ମ୍ୟାଚ । ତେବେ କାହା ସପକ୍ଷରେ ଯିବ ବାରବାଟୀ? କେଉଁ ଖେଳାଳି ବାରବାଟୀରେ ଭଲ ପ୍ରଦର୍ଶନ କରିବ? ପେସ ନାଁ ସ୍ପିନ? ଟସର ଭୂମିକା କେତେ ରହିବ? ଏସବୁ ସମ୍ପର୍କରେ ଆମ ସହ ଆଲୋଚନା କରିଛନ୍ତି ପୂର୍ବତନ ରଣଜୀ ଖେଳାଳି ତଥା କ୍ରୀଡା ବିଶେଷଜ୍ଞ ପବନ ଅଗ୍ରୱାଲ ।

ABOUT THE AUTHOR

...view details