ଓଡିଶା

odisha

ସାଇକେଲ ଚଲାଇ ନିଜକୁ ଫିଟ ରଖୁଛନ୍ତି ଜାହ୍ନଭୀ-ଖୁସି

By

Published : May 21, 2021, 5:25 PM IST

ମୁମ୍ବାଇ: ଜାହ୍ନଭୀ କପୁର ଏବଂ ତାଙ୍କ ଭଉଣୀ ଖୁସି କପୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁହେଁ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନ ନିକଟରେ ସାଇକେଲ ଚଳାଉଥିବାର ନଜର ଆସିଛନ୍ତି । COVID-19ର ଦ୍ବିତୀୟ ଲହରରେ ଜିମ୍ ଗୁଡିକ ବନ୍ଦ ରହିଥିବାରୁ ଦୁଇ ଭଉଣୀ ସାଇକେଲ ଚଲାଇ ନିଜକୁ ଫିଟ ରଖୁଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details