ଓଡିଶା

odisha

By

Published : Jan 7, 2021, 1:37 PM IST

ETV Bharat / videos

ଇରଫାନଙ୍କ 54ତମ ଜନ୍ମ ଜୟନ୍ତୀ: ବଲିଉଡରୁ ହଲିଉଡରୁ ସବୁଠି ସୁପରହିଟ୍

‘ଅଙ୍ଗ୍ରେଜୀ ମିଡିୟମ’, ‘ଦ ଲଞ୍ଚ ବକ୍ସ’, ‘ମଦାରି’, ‘ବିଲୁ’, ‘ତଲୱାର’, ‘କାରୱାନ୍’, ‘ପଜଲ’, ‘ଡି-ଡେ’ ଓ ‘ହାଇଦର’ ଭଳି ସୁପରହିଟ୍ ଫିଲ୍ମ ଦେଇସାରିଛନ୍ତି ଅଭିନେତା ଇରଫାନ ଖାନ । ପରଦାରେ ତାଙ୍କ ଦମଦାର ଅଭିନୟ ଦେଖିବାକୁ ସବୁବେଳେ ବ୍ୟାକୁଳ ରହୁଥିଲେ ଦର୍ଶକ । ତେବେ ତାଙ୍କ ବାପା ଭୂମିକା ହେଉ କିମ୍ବା ଡାକୁ ଭୂମିକା ସବୁଥିରେ ଥିଲେ ସେ ପାରଙ୍ଗମ । ଆଜି ଏହି ସୁପରଷ୍ଟାରଙ୍କ 54ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଜାଣନ୍ତୁ ତାଙ୍କ ଶାନଦାର ଭୂମିକା ବିଷୟରେ କିଛି କଥା...

ABOUT THE AUTHOR

...view details