ଏୟାରପୋର୍ଟ ଲୁକରେ ବି-ଟାଉନ ବିୟୁଟି, ଦେଖନ୍ତୁ ଭିଡିଓ...
ମୁମ୍ବାଇ: ବି-ଟାଉନ୍ ସେଲିବ୍ରିଟ୍ରିମାନେ ସର୍ବଦା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରୁଥାନ୍ତି । ଯାହାକୁ ନେଇ ଅଧିକାଂଶ ସେଲିବ୍ରିଟ୍ରିମାନେ ଏୟାରପୋର୍ଟ ଲୁକ୍ ରେ ନଜର ଆସିଥାନ୍ତି । ଆଜି(ଶନିବାର) ମୁମ୍ବାଇ ଏୟାରପୋର୍ଟରେ ଦିଶା ପଟାନି, ଅନନ୍ୟା ପାଣ୍ଡେ ଏବଂ ବାଣୀ କପୁରଙ୍କୁ ଦେଖିବାକୁ ମିଳିଥିଲା । ସମସ୍ତେ ଏୟାରପୋର୍ଟ ଲୁକ୍ ରେ ବହୁତ ସୁନ୍ଦର ଦେଖାଯାଉଥିଲେ ।