ଓଡିଶା

odisha

ବେବୋଙ୍କ ଘରେ ଷ୍ଟାରଙ୍କ ଭିଡ

By

Published : Feb 27, 2021, 1:31 PM IST

ମୁମ୍ବାଇ: ନିକଟରେ ଦ୍ବିତୀୟ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ ବି-ଟାଉନର ବେବୋ କରୀନା କପୁର ଖାନ । ବର୍ତ୍ତମାନ ପୁରା ପରିବାରର ଖୁସିର ଲହରୀ । ସେପଟେ ଭଉଣୀଙ୍କୁ ଶୁଭେଚ୍ଛା ଦେବା ପାଇଁ ମା' ବବିତାଙ୍କ ସହ କରୀନାଙ୍କ ଘରକୁ ଯାଇଥିଲେ ଅଭିନେତ୍ରୀ କରିସ୍ମା କପୁର । ସେହିପରି ଅଭିନେତ୍ରୀ ମଲାଇକା ଅରୋରା ଓ କିର୍ତ୍ତୀ ସାନନଙ୍କୁ ସିଟିରେ ଦେଖିବାକୁ ମିଳିଛି । ଖୁବଶୀଘ୍ର ‘ବଚ୍ଚନ ପାଣ୍ଡେ’ରେ ନଜର ଆସିବେ କିର୍ତ୍ତୀ ।

ABOUT THE AUTHOR

...view details