ଓଡିଶା

odisha

ETV Bharat / videos

ମାୟାନଗରୀରେ ନଜର ଆସିଲେ ଶାହିଦଙ୍କଠୁ ନେଇ ରଣଧୀର

By

Published : Mar 31, 2021, 11:01 AM IST

ମୁମ୍ବାଇ: ବି-ଟାଉନର କ୍ୟୁଟ ଆକ୍ଟର ଶାହିଦ କପୁର ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଥିଲେ । ସେପଟେ ବରିଷ୍ଠ ଅଭିନେତା ରଣଧୀର କପୁରଙ୍କୁ ମଧ୍ୟ ମିଡିଆ କ୍ୟାମେରାରେ ଦେଖିବାକୁ ମିଳିଛି । ସନ୍ନି ସିଂ କ୍ୟାମେରାକୁ ଦେଖି ପୋଜ୍ ଦେଉଥିବା ବେଳେ ପତ୍ନୀଙ୍କ ସହ ନଜର ଆସିଲେ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜା ।

ABOUT THE AUTHOR

...view details