ଓଡିଶା

odisha

ବନ୍ଦେ ଭାରତ ଏକ୍ସପ୍ରେସ୍‌ର ତୃତୀୟ ଟ୍ରାଏଲ ରନ୍‌, ଘଣ୍ଟା ପ୍ରତି ୧୮୦ କିମି ବେଗରେ ଚାଲିଲା

By

Published : Aug 26, 2022, 7:56 PM IST

Updated : Feb 3, 2023, 8:27 PM IST

ଖୁବଶୀଘ୍ର ଟ୍ରାକ୍‌ରେ ଘଣ୍ଟାପ୍ରତି ୨୦୦ କିମି ବେଗରେ ଦୌଡିବ ବନ୍ଦେଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ । ଏହି ଦ୍ରୁତଗାମୀ ଟ୍ରେନ୍‌ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ରନ୍‌ ସଫଳ । ଭିଡିଓ ସେୟାର କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
Last Updated : Feb 3, 2023, 8:27 PM IST

For All Latest Updates

ABOUT THE AUTHOR

...view details