ଓଡିଶା

odisha

ETV Bharat / videos

ସରିଲା ପାରାଦୀପ ମହୋତ୍ସବ, ଶେଷ ସନ୍ଧ୍ୟାରେ ମନମୋହିଲା ଅଭିଜିତ ମଜୁମଦାରଙ୍କ ଗୀତ

By

Published : Jan 2, 2023, 8:42 PM IST

Updated : Feb 3, 2023, 8:38 PM IST

ଜଗତସିଂହପୁର: ଜୟଦେବ ସଦନରେ ଅନୁଷ୍ଠିତ ପାରାଦୀପ ମହୋତ୍ସବ ଉଦଯାପିତ ହୋଇଯାଇଛି । ସପ୍ତାହେ ଧରି ମହୋତ୍ସବ ଚାଲିଥିଲା । ଏଥିରେ ଓଡ଼ିଶାର ପ୍ରତିଷ୍ଠିତ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ବେଶ ଆକର୍ଷିତ କରିଥିଲା । ଶେଷ ସନ୍ଧ୍ୟାରେ ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଉଦଯାପନୀ ସନ୍ଧ୍ୟାରେ ଧାମନଗରର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଅତିଥି ଭାବରେ ଯୋଗ ଦେଇଥିଲେ । ଇଟିଭି ଭାରତ, ଜଗତସିଂହପୁର
Last Updated : Feb 3, 2023, 8:38 PM IST

ABOUT THE AUTHOR

...view details