ଓଡିଶା

odisha

ETV Bharat / videos

GangaVilas: ଭାରତରେ ଦୁନିଆର ସବୁଠୁ ଲମ୍ବା ନଦୀ ଯାତ୍ରା, ଦେଖନ୍ତୁ ବିଳାସପୂର୍ଣ୍ଣ କ୍ରୁଜର ଝଲକ

By

Published : Jan 13, 2023, 10:02 PM IST

Updated : Feb 3, 2023, 8:38 PM IST

ଲକ୍ଷ୍ନୌ:ପର୍ଯ୍ୟଟନର ବିକାଶ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶ ରବିୱାସ ଘାଟଠାରୁ ଗଙ୍ଗା ବିଳାସ କ୍ରୁଜରେ ନଦୀ ପର୍ଯ୍ୟଟନ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଉତ୍ତରପ୍ରଦେଶ ବାରଣାସୀ ରବିୱାସ ଘାଟ ହୋଇ ଏହା ଚନ୍ଦୌଲିରେ ପହଞ୍ଚିଥିଲା । ଏହି ବିଳାସପୂର୍ଣ୍ଣ କ୍ରୁଜ ମଧ୍ୟରେ ଯାତ୍ରୀଙ୍କୁ ପଞ୍ଚ ତାରକା ହୋଟେଲର ସୁବିଧା ଯୋଗାଇ ଦିଆଯାଉଥିବା ବେଳେ କ୍ରୁଜ ମଧ୍ୟରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । ଜିମ୍‌ଠୁ ଆରମ୍ଭ କରି ରେସ୍ତୋରାଁ, ବିଳାସପୂର୍ଣ୍ଣ ରୁମ, ମନୋରଞ୍ଜନ ପାଇଁ ନାଚଗୀତ ଆଦିର ବ୍ୟବସ୍ଥା ରହିଛି । ଏହାସହିତ କ୍ରୁଜର ସୁରକ୍ଷା ଲାଗି ମଧ୍ୟ ବ୍ୟବସ୍ଥା ହୋଇଛି । ତେବେ ଆଜି ଏହି ଯାତ୍ରାର ଶୁଭାରମ୍ଭ ହୋଇଥିବା ବେଳେ ଦେଖନ୍ତୁ କ୍ରୁଜ ଭିତରର କିଛି ଝଲକ । 

Last Updated : Feb 3, 2023, 8:38 PM IST

ABOUT THE AUTHOR

...view details