ବାଲିଯାତ୍ରା ପଞ୍ଚମ ଦିନରେ ଅସମ୍ଭାଳ ଭିଡ଼, ରବିବାର ଅଧିକ ଭିଡ ଅନୁମାନ
ଚାଲିଛି ରାଜ୍ୟର ସର୍ବପ୍ରାଚୀନ ମୁକ୍ତକାଶ ବାଣିଜ୍ୟିକ ସଂସ୍କୃତିମେଳା । ଦୁଇବର୍ଷ କୋରୋନା କଟକଣା ହଟିବା ପରେ ଏଥର ଜମୁଛି ଚଳିତ ବର୍ଷ ବାଲିଯାତ୍ରା । ଶନିବାର ସନ୍ଧ୍ୟାରେ ଲକ୍ଷାଧିକ ଦର୍ଶକଙ୍କ ଭିଡ ଜମିଥିଲା । ମାସର ଦ୍ବିତୀୟ ଶନିବାର ଛୁଟି ପଡିଥିବାରୁ ବଲିଯାତ୍ରା ପଡିଆରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ବାଲିଯାତ୍ରା ଭରପୁର ମଜା ନେଇଥିଲେ ଦର୍ଶକ । ସୁଆଦିଆ ଖାଦ୍ୟ ଖାଇବା ସହ ମନ ପସନ୍ଦର ଜିନିଷ କିଣି ବାଲିଯାତ୍ରାକୁ ଉପଭୋଗ କରିଥିଲେ ଦର୍ଶକ । ତେବେ ଏନେଇ ବାଲିଯାତ୍ରା ପଡ଼ିଆରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ।
Last Updated : Feb 3, 2023, 8:32 PM IST