ଓଡିଶା

odisha

ETV Bharat / videos

ବାଲିଯାତ୍ରାରେ ଗାଡି ପାର୍କିଂ ପାଇଁ କମୁଛି ସ୍ଥାନ, ଆଧାରୁ ଫେରୁଛନ୍ତି ଦର୍ଶକ

By

Published : Nov 13, 2022, 11:19 AM IST

Updated : Feb 3, 2023, 8:32 PM IST

ଚାଲିଛି କଟକର ଐତିହାସିକ ବାଲିଯାତ୍ରା । ସନ୍ଧ୍ୟାହେଲେ ଲୋକଙ୍କର ଅସମ୍ଭବ ଭିଡ ପରିଲକ୍ଷିତ ହେଉଛି । ତେବେ ଶନିବାର କ୍ୟାଣ୍ଟନମେଣ୍ଟ ଅଞ୍ଚଳର ପାର୍କିଂ ପୂରଣ ହୋଇଯିବାରୁ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲା କମିଶନରେଟ ପୋଲିସ । ଯାହାକୁ ନେଇ ହଜାର ହଜାର ଲୋକ ବାଲିଯାତ୍ରା ଦେଖିବା ଅଧାରୁ ଫେରିଯାଇଲେ । ଶୁଣନ୍ତୁ କଣ କହୁଛନ୍ତି କଟକ ଡିସିପି
Last Updated : Feb 3, 2023, 8:32 PM IST

ABOUT THE AUTHOR

...view details