ଓଡିଶା

odisha

ETV Bharat / videos

Dhamnagar by Poll Result: ବିଜୟୀ ଉତ୍ସବ ପାଳିଲା ବିଜେପି

By

Published : Nov 6, 2022, 7:43 PM IST

Updated : Feb 3, 2023, 8:31 PM IST

ଭୁବନେଶ୍ବର: ବାଜି ମାରିଲା ବିଜେପି । ଧାମନଗର ଉପନିର୍ବାଚନରେ ବିଜେଡିକୁ ପଛରେ ପକାଇ ଜିତିଲା ବିଜେପି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଓ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ଗଣତି ଆରମ୍ଭରୁ କଡା ଟକ୍କର ଲାଗି ରହିଥିବା ବେଳେ ଶେଷ ପର୍ଯ୍ୟାୟରେ ବିଜେପି ପ୍ରାର୍ଥି ବିଜୟୀ ଲାଭ କରିଛନ୍ତି । ବିଜେପି ଧାମନଗରରେ ବଡ଼ ବ୍ୟବଧାନରେ ଜିତିବା ପରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ବିଜେପି। ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:31 PM IST

ABOUT THE AUTHOR

...view details