ଓଡିଶା

odisha

ETV Bharat / videos

ଘରୋଇ କଳିର କରୁଣ ପରିଣତି, ମା’କୁ ପିଟିପିଟି ମାରିଦେଲେ ଦୁଇ ପୁଅ

By

Published : Sep 17, 2020, 6:46 PM IST

ଭୁବନେଶ୍ବର: ଘରୋଇ କଳିର କରୁଣ ପରିଣତି । ନିଜ ଜନ୍ମକଲା ମା’କୁ ଛାଡିଲେନି ନୃଶଂସ ପୁଅ । ପିଟିପିଟି ମାରିଦେଲେ ଜନ୍ମକଲା ମା’କୁ । ଏୟାରଫିଲ୍ଡ ଥାନାର ସୁନ୍ଦରପଦା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି । ସୁନ୍ଦରପଦାର ଏକ ଆପାର୍ଟମେଣ୍ଟରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଛି । ମା’କୁ ନିଜ ଦୁଇ ନାବାଳକ ପୁଅ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଫଳରେ ମୃତଦେହ ଜବତ କରିବା ସହ ଦୁଇ ପୁଅକୁ ଅଟକ ରଖିଛି ପୋଲିସ । ଏହାସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି।

ABOUT THE AUTHOR

...view details