ଓଡିଶା

odisha

By

Published : Jan 10, 2020, 11:47 PM IST

ETV Bharat / videos

ଅନଲାଇନ ଆପ ଟିଣ୍ଡରରେ ଚାଟିଂ, ଫସିଲେ ବ୍ୟାଙ୍କ ମ୍ୟାନେଜର ଓ ଅଧ୍ୟାପିକା

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଅନଲାଇନ ଡେଟିଂ ଆପରେ ଡେଟ କରି ଫସିଲେ ଆଧ୍ୟାପିକା। ଡେଟ କରି ନିଜ ସହଯୋଗୀଙ୍କ ଜରିଆରେ ବ୍ଲାକ ମେଲ କରୁଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ଅନ୍ୟପଟେ ଡେଟିଂ ପରେ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ବ୍ଲାକ ମେଲ କରୁଥିବା ନେଇ ବ୍ୟାଙ୍କ ମ୍ୟାନେଜରଙ୍କ ନାଁରେ ଆସିଛି ପାଲଟା ଅଭିଯୋଗ । ଏନେଇ କମିସନରେଟ ପୋଲିସ ଥାନାରେ ଉଭୟ ଅଧ୍ୟାପିକା ଓ ବ୍ୟାଙ୍କ ମ୍ୟାନେଜର ଅଟକ ଅଛନ୍ତି।

ABOUT THE AUTHOR

...view details