ଓଡିଶା

odisha

ETV Bharat / videos

ନିର୍ବାଚନ ପୂର୍ବରୁ ଚଢାଉ: ଜବତ ହେଲାଣି କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଅବକାରୀ ସାମଗ୍ରୀ - excise

By

Published : Apr 1, 2019, 7:47 PM IST

କଟକ: ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବେଆଇନ ସାମଗ୍ରୀ ଉପରେ ରୋକ ଲଗାଇଛି ଅବକାରୀ ଗୁଇନ୍ଦା ବିଭାଗ। ବ୍ୟବସାୟୀମାନେ ଚୋରାଚାଲାଣ ପାଇଁ ଜନ ସମାଗମ ସ୍ଥାନ ବ୍ୟବହାର କରୁଛନ୍ତି। ମାତ୍ର ଅବକାରୀ ବିଭାଗର ଚିଲ ଦୃଷ୍ଟିରୁ ବଞ୍ଚି ପାରୁନାହାଁନ୍ତି ବେଆଇନ ଚାଲାଣକାରୀ।

For All Latest Updates

ABOUT THE AUTHOR

...view details