ଓଡିଶା

odisha

By

Published : Nov 9, 2020, 4:23 PM IST

ETV Bharat / videos

ବେଆଇନ ବାଣ କାରଖାନାରେ ପୋଲିସର ଚଢାଉ, ୩ ଅଟକ

କଟକ: ଦୀପାବଳି ପୂର୍ବରୁ ଆକ୍ସନ ମୋଡରେ ସିଲଭର ସିଟି ପୋଲିସ । କୋରୋନା କାଳରେ ବାଣ ଫୁଟାଇବାକୁ ବାରଣ କରାଯାଇଥିବା ବେଳେ ଘନଘନ ଚାଲିଛି ଚଢାଉ । ତେବେ କଟକ ଜଗତପୁର ଅଞ୍ଚଳରେ ଥିବା ବାଣ କାରଖାନାରେ ହୋଇଛି ଚଢାଉ । ବିପୁଳ ପରିମାଣର ବାଣ ଓ ବାଣ ତିଆରି ସରଞ୍ଜାମ ଜବତ କରିଛି ଜଗତପୁର ଥାନା ପୋଲିସ । ଏହାସହ ବେଆଇନ ଭାବରେ ବାଣ ତିଆରି କରିବା ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।

ABOUT THE AUTHOR

...view details