ଓଡିଶା

odisha

By

Published : Sep 2, 2020, 7:08 PM IST

ETV Bharat / videos

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସାଇକୋ ଲେଡିର ସତ ଓଗାଳିଲେ ବାଲେଶ୍ବରର ବିସ୍ମିତ

ବାଲେଶ୍ବର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ 55 ଦିନ ବିତି ସାରିଛି । ତାଙ୍କର ମୃତ୍ୟୁ ଏବେବି ରହସ୍ୟ ଘେରରେ ଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି । ଏହା ମଧ୍ୟରେ ଗତକାଲି ଘଟଣାରେ ନୂଆ ମୋଡ ଆସିଛି । ଆଦିତ୍ୟଙ୍କ ସହିତ ଜଣେ ସାଇକୋ ଲେଡିର ସମ୍ପର୍କ ଥିବା ନେଇ ଗତକାଲି ‘ଇଟିିଭି ଭାରତ’କୁ ସୂଚନା ଦେଇଥିଲେ ଆଦିତ୍ୟଙ୍କ ବାପା । ଆଉ ଆଜି ଉକ୍ତ ସାଇକୋ ଲେଡି ବିଷୟରେ ‘ଇଟିଭି ଭାରତ’ କ୍ୟାମେରା ସାମ୍ନାରେ ସବିଶେଷ ତଥ୍ୟ ରଖିଛନ୍ତି ବାଲେଶ୍ବର ବିସ୍ମିତ ଦାସ।

ABOUT THE AUTHOR

...view details