ଓଡିଶା

odisha

ETV Bharat / videos

ବୁର୍ଲାରେ ପୂର୍ବ ଶତ୍ରୁତାର କରୁଣ ପରିଣତି: ସଂଘବଦ୍ଧ ଆକ୍ରମଣରେ 2 ଭାଇ ମୃତ

By

Published : Nov 11, 2020, 3:42 PM IST

ସମ୍ବଲପୁର: ଶିକ୍ଷାନଗରୀ ବୁର୍ଲାରେ ପୁଣି ବୁଲିଲା ଖଣ୍ଡା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ । ଏଥିରେ ଦୁଇଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ଅପରାଧୀଙ୍କ ଖଣ୍ଡାମାଡରେ ପରିବାରର ଅନ୍ୟ 3 ସଦସ୍ୟ ଗୁରୁତର ହୋଇଛନ୍ତି । ତେବେ ସମସ୍ତ ଗୁରୁତରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ 2 ଜଣକଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାଟି ବୁର୍ଲା ସହରର ସେଣ୍ଟର ଲାଇନ କଲୋନୀରେ ଘଟିଥିବା ବେଳେ ଭୂଜାଲି ମାଡରେ ରକ୍ତ ରଂଜିତ ହୋଇ ପଡିଛି ଘଟଣା ସ୍ଥଳ । ତେବେ ଏହି ଘଟଣାଟି ବୁର୍ଲା ସହରକୁ ପୁରା ସ୍ଥବ୍ଧ କରିଦେଇଛି ।

ABOUT THE AUTHOR

...view details