ଓଡିଶା

odisha

ETV Bharat / videos

ନ୍ୟୁଜିଲାଣ୍ଡ ମସ୍‌ଜିଦ୍ ଗୁଳିକାଣ୍ଡ: ଓଆଇସି ର ଜରୁରୀ କାଳୀନ ବୈଠକ

By

Published : Mar 22, 2019, 5:08 PM IST

ସପ୍ତାହ ତଳେ ଘଟିଥିବା ନ୍ୟୁଜିଲାଣ୍ଡ ମସ୍‌ଜିଦ୍ ଗୁଳିକାଣ୍ଡକୁ ନେଇ ଇସ୍‌ଲାମିକ୍ ସହଯୋଗୀ ସଂଗଠନ (ଓଆଇସି) ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ। ମସ୍‌ଜିଦି ଆକ୍ରମଣ ପରେ ନ୍ୟୁଜିଲାଣ୍ଡ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ତୁର୍କୀର ଇସ୍ତାନବୁଲ୍‌ରେ ଅନୁଷ୍ଠିତ ବୈଠକରେ ପ୍ରଶଂସା କରିଛନ୍ତି ସଂଗଠନର ସାଧାରଣ ସଂପାଦକ। ପ୍ରକାଶ ଥାଉ କି ଗୁଳିକାଣ୍ଡରେ 49ଜଣ ମୃତ୍ୟୁବରଣ କରିଥିଲେ।

For All Latest Updates

ABOUT THE AUTHOR

...view details