ଓଡିଶା

odisha

ETV Bharat / videos

'ଭଦ୍ରକ ମଦମୃତ୍ୟୁରେ ରହିଛି ଶାସକ ଦଳର ସମ୍ପୃକ୍ତି'

By

Published : May 2, 2019, 7:56 PM IST

ଭଦ୍ରକ ଜିଲ୍ଲା ମଦମୃତ୍ୟୁରେ ଶାସକ ଦଳର ସମ୍ପୃକ୍ତିକୁ ନେଇ ସିଇଓଙ୍କୁ ଫେରାଦ ହୋଇଛି ବିଜେପି ପ୍ରତିନିଧି ଦଳ । ଜିଲ୍ଲାର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ପିରହାଟ ଠାରେ ଶାସକ ବିଜୁ ଜନତା ଦଳ ଦ୍ବାରା ବଣ୍ଟା ଯାଇଥିବା ବିଷାକ୍ତ ମଦ ପିଇ ୯ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛି ବିଜେପି ।

For All Latest Updates

ABOUT THE AUTHOR

...view details