ଓଡିଶା

odisha

ଶ୍ରୀମନ୍ଦିର ଦ୍ବାର ଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତୀ

By

Published : Oct 28, 2020, 7:44 AM IST

ପୁରୀ: ବଡି ଭୋରୁ ସେବାୟତ ଓ ପୂଜାପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାପରେ ଜଗତକୁ ଉଦ୍ଧାର କରୁଥିବା ପ୍ରଭୁ ଜଗନ୍ନାଥଙ୍କୁ ବିଧି ମୁତାବକ ମଙ୍ଗଳ ଆଳତୀ କରାଯାଇଛି। ଏହି ସମୟରେ ମନ୍ତ୍ରୋଚାରଣ ସହ ହରିବୋଲ ହୁଳହୁଳି ଦିଆଯାଇ ଆଜିର ଆଳତୀ ସମ୍ପନ୍ନ ହୋଇଛି। ତେବେ ସକାଳୁ ସକାଳୁ ଏହି ଆଳତୀ ଦର୍ଶନ କଲେ ମନର ସମସ୍ତ ଦ୍ବେଶା ଓ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details