ଓଡିଶା

odisha

ETV Bharat / videos

ପୁନରୁଦ୍ଧାର ନ ସରିବା ପର୍ଯ୍ୟନ୍ତ ଓଡିଶାରେ ରହିବ ଏନଡିଆରଏଫ: ଡିଜି

By

Published : May 11, 2019, 4:07 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ 'ଫନି' ର ତାଣ୍ଡବରେ ଛାରଖାର ହୋଇଯାଇଛି ଉପକୂଳ ଓଡିଶା । ଏହାଯୋଗୁଁ ପ୍ରଭାବିତ ହୋଇଛି ରାସ୍ତାଘାଟ, ପରିବହନ ଏବଂ ବିଜୁଳି ଭଳି ଅତ୍ୟାବଶ୍ୟକ ସେବା। ଅନ୍ୟପଟେ ଏହାର ପ୍ରଭାବରେ ବ୍ୟାହତ ହୋଇଛି ସାଧାରଣ ଜୀବଯାତ୍ରା। ଝଡ ପରେ ଦେଖାଦେଇଥିବା ସ୍ଥିତିକୁ ସୁଧାରିବା ପାଇଁ ଜୋରଦାର ପ୍ରୟାସ ଚାଲିଛି ବୋଲି କହିଛନ୍ତି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର (NDRF) ଡିଜି ଏସଏନ ପ୍ରଧାନ ।

ABOUT THE AUTHOR

...view details