ଓଡିଶା

odisha

ETV Bharat / videos

ସ୍ମାର୍ଟସିଟି ସଜାଡିବାରେ ବ୍ୟସ୍ତ ଯୁବପିଢି

By

Published : May 18, 2019, 4:52 PM IST

ଭୁବନେଶ୍ବର: ଓଡିଶାର ଚିତ୍ର ବଦଳାଇ ଦେଇଛି ସାମୁଦ୍ରିକ ଝଡ ‘ଫନି’ । ବାତ୍ୟା ମାଡରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ରାଜ୍ୟର ଦୁଇ ଜିଲ୍ଲା ପୁରୀ ଓ ଖୋର୍ଦ୍ଧା । ଫନି ଗଲା ପରେ ବି ଏହି ଦୁଇ ଜିଲ୍ଲାର ସ୍ଥିତି ସଙ୍ଗୀନ ରହିଛି । ତେବେ ଫନି ପ୍ରଭାବରେ ଆଜିବି ଅଣ୍ଟା ସଳଖି ପାରୁନି ସର୍ବାଧିକ କ୍ଷତି ସହିଥିବା ରାଜଧାନୀ । ତେଣୁ ଭୁବନେଶ୍ୱରକୁ ପୁଣି ସବୁଜ ସୁନ୍ଦର କରାଇବା ପାଇଁ ଅଣ୍ଟା ଭିଡିଛନ୍ତି ଭୁବନେଶ୍ୱର ଉନ୍ମୁକ୍ତ ଫାଉଣ୍ଡେସନ ଏହି ଯୁବପିଢି ।

ABOUT THE AUTHOR

...view details