ଓଡିଶା

odisha

ETV Bharat / videos

କୁମ୍ବିଂ ଅପରେସନ୍‌ବେଳେ ବିସ୍ଫୋରଣ, 2 ଏସ୍‌ଓଜି ଯବାନ ଆହତ

By

Published : May 11, 2019, 2:27 PM IST

ମାଲକାନଗିରି: କୁମ୍ବିଂ ଅପରେସନ୍‌ ବେଳେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ବିସ୍ଫୋରଣରେ 2 ଏସ୍‌ଓଜି ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥିରେ ଦରଘା ମାଓବାଦୀଙ୍କ ସଂପୃକ୍ତି ଥିବା ଅନୁମାନ କରାଯାଉଛି । ଏହି ଘଟଣା ମାଲକାନଗିରିର ମାଥିଲି ଥାନା ଗୁଗାପଦର ଜଙ୍ଗଲରେ ଘଟିଛି ବିସ୍ଫୋରଣ ପରେ ସେହି ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

For All Latest Updates

ABOUT THE AUTHOR

...view details