ଓଡିଶା

odisha

ETV Bharat / videos

ଏଲପିଜି ଯୁଗରେ ଗୋବରଗ୍ୟାସ ମ୍ୟାନ

By

Published : May 8, 2019, 3:11 PM IST

କୋରାପୁର: ଏଲପିଜି ଯୁଗରେ ବି ଗୋବରଗ୍ୟାସର ପ୍ରାସଙ୍ଗିକତା ବୁଝିଥିବା ମଣିଷ । 8ଟି ଗାଈଙ୍କ ଗୋବରରେ ଚାଲିଛି ଗୋବର ଗ୍ୟାସ ଚୁଲା । 5 ବର୍ଷ ହେଲା ଗୋବର ଗ୍ୟାସ ବ୍ୟବହାର କରିଆସୁଛନ୍ତି କୋରାପୁଟର ଭଗବାନ ପରଡା ।

For All Latest Updates

ABOUT THE AUTHOR

...view details