ଓଡିଶା

odisha

ETV Bharat / videos

କଅଁଳ ବୟସରେ ହଜିଲା ମା’ର ସ୍ନେହ, ସାହାରା ସନ୍ଧାନରେ ଜଙ୍ଗଲରେ ଶିଶୁ

By

Published : May 11, 2019, 4:09 PM IST

ବଣ ପାହାଡରେ ଘେରା ଦୁର୍ଗମ ମନ୍ଦଳପାଖାନ ଗାଁ । ଆଦିମ ଜନଜାତି ପହରିଆ ବସବାସ କରୁଥିବା ଏହି ଗାଁର ଜଙ୍ଗଲରେ ଘୂରି ବୁଲୁଛନ୍ତି ଦୁଇ ଶିଶୁ କନ୍ୟା କୁର(4) ଏବଂ ପରମି(3) । ଦୃଶ୍ୟ ଦେଖିଲେ ଲାଗେ ସତେ ଯେମିତି ଦାଉ ସାଜିଛି ବିଧାତା ।

ABOUT THE AUTHOR

...view details