ଓଡିଶା

odisha

ETV Bharat / videos

ତୁଷାରପାତ ପାଇଁ ଯାତାୟତ ବାଧାପ୍ରାପ୍ତ; ରାସ୍ତା ସଫା କାର୍ଯ୍ୟ ଜାରି

By

Published : Mar 30, 2021, 10:35 AM IST

Updated : Mar 30, 2021, 10:43 AM IST

ଶ୍ରୀନଗର: ଜାମ୍ମୁ କାଶ୍ମୀର ରାଜୋରୀ ମୁଗହାଲ ରାସ୍ତାରେ ପ୍ରବଳ ତୁଷାରପାତ ହୋଇଛି । ତୁଷାରପାତ ହେବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାକୁ ଜେସିବି ଓ କଟର ସାହାଯ୍ୟରେ ସଫା କରିବା କାର୍ଯ୍ୟ ଜାରି ରହିଛି ।
Last Updated : Mar 30, 2021, 10:43 AM IST

ABOUT THE AUTHOR

...view details