'ଫନି' କ୍ଷୟକ୍ଷତିର ଆକଳନ କଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ - FANI
ଭୁବନେଶ୍ବର: 'ଫନି' ତାଣ୍ଡବରେ ଧରାଶାୟୀ ହୋଇଛି ଓଡିଶା । ରାଜ୍ୟରେ ଫନିର ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ସରକାରୀ ସ୍ତରରେ ଆକଳନ କରିବା ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ସଞ୍ଜୟ ସିଂହ ।