ଓଡିଶା

odisha

ETV Bharat / videos

ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ, ଜୀବନଯାତ୍ରା ପ୍ରଭାବିତ

By

Published : Nov 27, 2019, 2:39 PM IST

ହିମାଚଳ ପ୍ରଦେଶର କିନୌର ଜିଲ୍ଲାରେ ମଙ୍ଗଳବାର ରାତିରେ ପ୍ରବଳ ତୁଷାରପାତ ହୋଇଛି । ଏହି କାରଣରୁ ତାପମାତ୍ରା ଆହୁରି ହ୍ରାସ ପାଇଛି । ତୁଷାରପାତ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ରାସ୍ତାରେ ବରଫ ଜମିଯିବାରୁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ସେପଟେ ତୁଷାରପାତ ଯୋଗୁଁ ଶହ ଶହ ପର୍ଯ୍ୟଟକ କିନୌରର ବିଭିନ୍ନ ପର୍ଯ୍ୟଟନୀ ସ୍ଥଳରେ ଫସିଯାଇଛନ୍ତି ।

ABOUT THE AUTHOR

...view details