ଓଡିଶା

odisha

ETV Bharat / videos

ସିଝୁଛି ମାଲକାନଗିରି, ଚୁଆ ପାଣିରେ ମେଣ୍ଟୁଛି ଶୋଷ

By

Published : Jun 1, 2019, 6:04 PM IST

ମାଲକାନଗିରି: ତତଲା କଡେଇରେ ସିଝୁଛି ମାଲକାନଗିରି । ଦିନକୁ ଦିନ ବଢିବାରେ ଲାଗିଛି ତାପମାତ୍ରା । ତାତି ସାଙ୍ଗକୁ ଜଳକଷ୍ଟରେ କଲବଲ ଉପାନ୍ତ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟ । ପାରଦ 47 ଡିଗ୍ରୀକୁ ଛୁଇଁଥିବା ବେଳେ ଶୁଖି ଯାଇଛି ସମସ୍ତ ଜଳାଶୟ । ଆଉ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଏକମାତ୍ର ଭରସା ପାଲଟିଛି ପାହାଡ ପାଖରେ ଥିବା ଛୋଟିଆ ଚୁଆ ।

For All Latest Updates

ABOUT THE AUTHOR

...view details