ଓଡିଶା

odisha

ETV Bharat / videos

ବ୍ରିଟିଶ୍‌ ଯୁଗର ଗ୍ଲୋଗୀ ପାୱାର ହାଉସ୍‌, ଆଜିବି ଚମକୁଛି ଡେରାଡୁନ

By

Published : Aug 21, 2019, 3:38 PM IST

ଡେରାଡୁନ: ବ୍ରିଟିଶ୍‌ ଶାସନରେ ଅନେକ ସହର ଅନ୍ଧାରରେ ଥିବାବେଳେ ଡେରାଡୁନ ଓ ପାହାଡିଆ ଅଞ୍ଚଳ ରାନୀ ମସୁରୀକୁ ଆଲୋକିତ କରିବା ଲାଗି ‘ଗ୍ଲୋଗୀ ପ୍ରକଳ୍ପ’ର ଶୁଭାରମ୍ଭ କରାଯାଇଥିଲା । ଏହା ଦେଶର ସବୁଠାରୁ ପୁରାତନ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ ।

ABOUT THE AUTHOR

...view details