ଓଡିଶା

odisha

ETV Bharat / videos

ମୃତ୍ୟୁଗଡ ପାଲଟିଛି ବରଗଡ: ଯୋଜନା ଥାଇ ବି ଯନ୍ତ୍ରଣାରେ ଚାଷୀ

By

Published : Jul 10, 2019, 1:31 PM IST

ବରଗଡ : ସମଗ୍ର ରାଜ୍ୟରେ ଚାଷପାଇଁ ବେଶ ସୁନାମ ଅର୍ଜନ କରିଛି ବରଗଡ ଜିଲ୍ଲା | ସେ ଧାନ ଚାଷ ହେଉ ବା ପନିପରିବା ସବୁଥିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ଏଠାକାର ଚାଷୀ | ଏଠାରେ ପ୍ରାୟ ୬୦ % ଭାଗ ଚାଷ ଜମି ରହିଥିବା ବେଳେ ପ୍ରାୟ ୭୫ % ପରିବାର ଚାଷ ଉପରେ ନିର୍ଭର କରି ପରିବାର ପୋଷଣ କରିଥାନ୍ତି | ସେ ଧନୀ ହେଉ ବା ଗରିବ ହେଉ ସବୁ ବର୍ଗର ଲୋକଙ୍କ ପାଇଁ ଚାଷ ହେଉଛି ଏଠାକାର ପ୍ରଧାନ ଜୀବିକା । ହେଲ ଏବେ ଏଇ ଜୀବିକା ସଙ୍କଟରେ ।

ABOUT THE AUTHOR

...view details