ଓଡିଶା

odisha

ରାଜଧାନୀ କୋରୋନା ସଂକ୍ରମଣରେ ଲାଗୁନି ବ୍ରେକ

By

Published : Jun 3, 2021, 4:23 PM IST

ଭୁବନେଶ୍ବର: ରାଜ୍ୟ ସ୍ତରରେ କୋରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବାବେଳେ ରାଜଧାନୀ ଭୁବନେଶ୍ବରରେ ଉପରମୁହାଁ ରହିଛି ସଂକ୍ରମଣ । କୋରୋନା ମୁକାବିଲା ପାଇଁ ବର୍ତ୍ତମାନ ଟୀକାକରଣ ହିଁ ଏକମାତ୍ର ମାଧ୍ୟମ ହୋଇଛି । ମାତ୍ର ଟିକା ଅଭାବ ପାଇଁ ଟୀକାକରଣ ବନ୍ଦ ହେବା ନେଇ ସଙ୍କଟ ଦେଖାଦେଇଛି । ରାଜଧାନୀରେ କୋରୋନା ସଂକ୍ରମଣରେ ବ୍ରେକ ଲାଗିବାର ନାଁ ନେଉନାହିଁ । ଭୁବନେଶ୍ବରରେ କେମିତି ରହିଛି କୋରୋନା ସ୍ଥିତି ଏ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ସଞ୍ଜୀବ ରାୟ ।

ABOUT THE AUTHOR

...view details