ଲାଲ ଆତଙ୍କୀଙ୍କୁ ନିପତ କରିବେ ‘ସ୍ପେଶାଲ-30’ - Dantewada
ରାୟପୁର: କଥାରେ ଅଛି କଣ୍ଟାକୁ କଣ୍ଟାରେ କାଢିବା ଉଚିତ୍ । ଏହି ନିୟମକୁ ଆପେଣାଇଛି ଛତିଶଗଡ ପୋଲିସ । ସର୍ବାଧିକ ମାଓ ପ୍ରବଣ ଇଲାକା ବସ୍ତର ଓ ଦାନ୍ତେୱାଡା ଅଞ୍ଚଳରେ ନକ୍ସଲ ଦମନ, ହିଂସା ନିୟନ୍ତ୍ରଣ, ତଥା ନକ୍ସଲଙ୍କୁ ଶାସ୍ତି ବିଧାନ ପାଇଁ 30 ଜଣିଆ ମହିଳା ଆଣ୍ଟି-ନକ୍ସଲ କମାଣ୍ଡୋ ଯାତ୍ରା କରିଛନ୍ତି । ଏହି ଟମରେ ଅଛନ୍ତି 5 ଜଣ ଆତ୍ମସମର୍ପଣକାରୀ ମାଓବାଦୀ ।