ଓଡିଶା

odisha

ETV Bharat / videos

ବାଉଁଶ କାରିଗରୀ: ପରିଶ୍ରମ ତୁଳନାରେ ମିଳୁନି ପାରିଶ୍ରମିକ

By

Published : Jun 1, 2019, 5:16 PM IST

ଅନୁଗୋଳ: ଦିନ ଥିଲା ବାଉଁଶ ପାତିଆରେ ତିଆରି ହେଉଥିବା ଘରକରଣାର ବେଶ ଲୋକପ୍ରିୟ ଥିଲା । ବାଉଁଶ ବିଞ୍ଚଣାଠୁ ଆରମ୍ଭ କରି କୁଲା, ଟୋକେଇ ଆଦିର ଅନେକ ଆଦର କରୁଥିଲେ ସଭିଏଁ । ହେଲେ ଏବେ ଆଧୁନିକତା ମଧ୍ୟରେ ଏସବୁ ଜିନିଷ ପ୍ରତି ଥିବା ଆଦର କମି ଯାଇଛି । ଆଉ ଏହାକୁ ବୃତ୍ତି କରି ବଞ୍ଚୁଥିବା ମଣିଷଟି ନିଜ କୌଳିକ ବୃତ୍ତି ବଞ୍ଚାଇବାକୁ ନେଇ ଚିନ୍ତାରେ । ଅନ୍ୟପଟେ ବୋଝ ଉପରେ ନଳିତା ବିଡା ସାଜିଛି ସରକାରୀ କଟକଣା ।

ABOUT THE AUTHOR

...view details