ଓଡିଶା

odisha

ETV Bharat / videos

ଘରେ ବନାନ୍ତୁ ଭେଜି ଗ୍ରୀଲ୍ଡ ସାଣ୍ଡୱିଚ୍‌ ଆଉ ଖୁଆନ୍ତୁ, ଦେଖନ୍ତୁ ଭିଡିଓ - ଫୁଡ ରେସିପି

By

Published : Jun 21, 2022, 10:57 AM IST

Updated : Feb 3, 2023, 8:24 PM IST

ହାଇଦ୍ରାବାଦ: ସମସ୍ତେ ନିଜ ନିଜ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବାକୁ ପସନ୍ଦ କରନ୍ତି । ବିଶେଷ କରି ଭଲ ଭଲ ଦିନ ଆସିଲେ ଚକୋଲେଟ, କେକ, କୁକିଜ କଥା ମନେପଡ଼େ । ତେବେ ଆପଣ ବି ଚାହିଁଲେ ଘରେ ଖୁବ ସହଜରେ ତିଆରି କରିପାରିବେ ଚଟ୍‌ପଟା ଖାଇବା । ଏଭଳି ଏକ ସହଜ ରେସିପି ହେଉଛି ଭେଜି ଗ୍ରୀଲ୍ଡ ସାଣ୍ଡୱିଚ୍‌ (Veggie Grilled Sandwich) । ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ।
Last Updated : Feb 3, 2023, 8:24 PM IST

ABOUT THE AUTHOR

...view details