ଓଡିଶା

odisha

ଦଳ ପରିବର୍ତ୍ତନ ହେବକି କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ? ଦେଖନ୍ତୁ କଂଗ୍ରେସ ପ୍ରାର୍ଥୀଙ୍କ ସହ ସାକ୍ଷାତକାର

By

Published : Mar 17, 2022, 12:49 PM IST

Published : Mar 17, 2022, 12:49 PM IST

Updated : Feb 3, 2023, 8:20 PM IST

କଟକ: ପୌର ଫାଇଟକୁ ନେଇ ଚଳଚଞ୍ଚଳ ସାରା ରାଜ୍ୟ । କଟକରେ ମଧ୍ୟ ରାଜନୈତିକ ମଇଦାନ ବେଶ ସରଗରମ ରହିଛି । ସର୍ବଦା ଅପ୍ରିୟ ସତ କଥା ଚର୍ଚ୍ଚାରେ ରହିଥାନ୍ତି ବିଜେଡିର ପୂର୍ବତନ କର୍ପୋରେଟର କେଦାର ପୃଷ୍ଟି । ପ୍ରାୟ ୫ ଥର କର୍ପୋରେଟର ଭାବରେ ଜିତି ରାଜନୀତିରେ ବେଶ ନାମ କମାଇଥିବା କେଦାରଙ୍କୁ ଏଥର ଦଳ କିନ୍ତୁ ଟିକେଟ ଦେଇନଥିଲା। ଅସନ୍ତୋଷ ପ୍ରକାଶ କରି ସେ କଂଗ୍ରେସ ଦଳରେ ମିଶି କଂଗ୍ରେସ ଟିକେଟ ପାଇ ୨୭ ନମ୍ବର ୱାର୍ଡରେ କର୍ପୋରେଟର ଭାବରେ ନିର୍ବାଚନ ଲଢ଼ୁଛନ୍ତି। ତେବେ କାହିଁକି ଦଳ ଛାଡିଲେ କେଦାର ? ଦଳ ପରିବର୍ତ୍ତନ ରାଜନୀତି ଅର୍ଥାତ ଭୋଟ ଉପରେ ପକାଇବ କି ପ୍ରଭାବ? ଏନେଇ କେଦାରଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details