ଓଡିଶା

odisha

ETV Bharat / videos

ଘର ପାଇବାରେ ବିଳମ୍ବ, ହାଉସିଂ ବୋର୍ଡ ଘେରାଉ କଲେ ହିତାଧିକାରୀ

By

Published : Feb 22, 2022, 8:13 PM IST

Updated : Feb 3, 2023, 8:17 PM IST

ଭୁବନେଶ୍ବର: ଡୁମଡୁମା ଫେଜ ୭ର ହାଉସିଂ ବୋର୍ଡ ହିତାଧିକାରୀଙ୍କ ଅଫିସ ଘେରାଉ । ଘର ପାଇବାରେ ବାରମ୍ବାର ବିଳମ୍ବ ଯୋଗୁଁ ନିରାଶ ହୋଇ କାର୍ଯ୍ୟାଳୟ ଘେରାଉ କଲେ ହିତାଧିକାରୀ । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

...view details