ଓଡିଶା

odisha

ETV Bharat / videos

ଭାରତୀୟ ଆପ୍କୁ ଗୁରୁତ୍ୱ ଦେବା ଆବଶ୍ୟକ: ଆଇଟି ମନ୍ତ୍ରୀ

By

Published : Jun 30, 2020, 5:19 PM IST

ଭୁବନେଶ୍ବର: ଭାରତରେ 59 ଟି ଚାଇନା ଆପକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଉଛି। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ସାରା ଦେଶରେ ଚାଇନା ଆପକୁ ବ୍ୟାନ କରାଯାଇଛି । ଏହାର ପ୍ରଭାବ ଚାଇନା ଆପ ବ୍ୟବହାରକାରୀଙ୍କ ଉପରେ ପଡିଛି। ଏନେଇ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ ଭାରତର ରହିଥିବା ନିଜସ୍ବ ଆପକୁ ବ୍ୟବହାର କରିବା ସହିତ ଭାରତୀୟ ଆପକୁ ପ୍ରମୋଟ କରିବା ପାଇଁ ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକତା ରହିଛି ।

ABOUT THE AUTHOR

...view details