ଓଡିଶା

odisha

By

Published : Aug 30, 2020, 5:29 PM IST

ETV Bharat / videos

ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ବିଜେତା ସତ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ସ୍ବତନ୍ତ୍ର ଆଲୋଚନା

କଟକ: ସଦ୍ୟ ସମାପ୍ତ ହୋଇଛି ବିଜୁପଟ୍ଟନାୟକ କ୍ରୀଡା ସମ୍ମାନ । ଜାତୀୟ କ୍ରୀଡା ଦିବସ ଅବସରରେ ଶନିବାର ଚେସ୍‌ ଗୁରୁ ତଥା ଏସଆର ଚେସ ସେଣ୍ଟର ନିର୍ଦ୍ଦେଶକ ସତ୍ୟରଞ୍ଜନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ କୋଚ୍‌ ଭାବେ ବିଜୁପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି । ତେବେ ଓଡିଶାର ପ୍ରଥମ ଚେସ କୋଚ୍‌ ଭାବେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ଆମ କଟକ ପ୍ରତିନିିଧି ତାଙ୍କ ସହିତ ସତ୍ବନ୍ତ୍ର ଆଲୋଚନା କରିଛନ୍ତି । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details