ଓଡିଶା

odisha

ETV Bharat / videos

କୁନି ଝିଅଙ୍କ ସହ ଦୋଳି ଖେଳି ରଜ ପାଳିଲେ ସୁର ରାଉତରାୟ

By

Published : Jun 14, 2021, 8:18 PM IST

ଭୁବନେଶ୍ବର: ରଜ ପାଳିଲେ ଵିଧାୟକ ସୁର ରାଉତରାୟ । ଚାରିଆଡେ କୋରୋନା କଟକଣା ମଧ୍ୟରେ କେହିବି କୁଆଡେ ଯାଇପାରୁନାହାନ୍ତି। ଆଉ ଏହି ସମୟରେ ଗହଳି ପାଇଁ ରାଜଧାନୀର ଅନେକ ସ୍ଥାନରେ ରଜ ପର୍ବ ବନ୍ଦ ରହିଛି। ଏଭଳି ସ୍ଥିତିରେ କିନ୍ତୁ କୁନି କୁନି ପିଲାଙ୍କ ସହ ରଜ ପାଳନ କରିଛନ୍ତି ବିଧାୟକ ସୁର ରାଉତରାୟ । ପାନ୍ଥନିବାସ ସହ ରାଜଧାନୀର ଉପକଣ୍ଠ ମଦନପୁର ଗାଁକୁ ଯାଇ ସେ ପିଲାମାନଙ୍କ ସହ ରଜ ପାଳନ କରିଛନ୍ତି । ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ABOUT THE AUTHOR

...view details